रोजी प्रकाशित केले 8 नोव्हेंबर, 2017
ଲକ୍ଷ୍ମୀ ପୁରାଣ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ମଧ୍ୟରେ ଜ୍ୟେଷ୍ଠ କବି ବଳରାମ ଦାସଙ୍କ ଦ୍ଵାରା ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଭାଷାରେ ଲେଖା ଏକ ସାହିତ୍ୟିକ ପୁରାଣ କୃତି ।ଏହା ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତରରେ ପରାଶର ଋଷି ନାରଦଙ୍କୁ ଲକ୍ଷ୍ମୀ ପୂଜାର ମାହାତ୍ମ୍ୟ ବୁଝାଇଛନ୍ତି । ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା)ରେ ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
♪ Full Song Available on ♪
JioSaavn : bit.ly/Laxmi-Purana-JioSaavan
Wynk : bit.ly/Laxmi-Purana-Wynk
Gaana : bit.ly/Laxmi-Purana-Gaana
Apple Music : bit.ly/Laxmi-Purana-Apple-Music
Amazon Prime Music : bit.ly/Laxmi-Purana-Prime-Music
iTunes : bit.ly/Laxmi-Purana-iTunes
Spotify : bit.ly/Laxmi-Purana-Spotify
#SidharthBhakti #SidharthTV #NamitaAgrawal #SidharthMusic #OdiaAgana #SitaramAgrawal
टिप्पण्या
♪ Full Song Available on ♪ JioSaavn : bit.ly/Laxmi-Purana-JioSaavan Wynk : bit.ly/Laxmi-Purana-Wynk Gaana : bit.ly/Laxmi-Purana-Gaana Apple Music : bit.ly/Laxmi-Purana-Apple-Music Amazon Prime Music : bit.ly/Laxmi-Purana-Prime-Music iTunes : bit.ly/Laxmi-Purana-iTunes Spotify : bit.ly/Laxmi-Purana-Spotify
P
Aq
DJ alok
😁😁😁
👎👎👎
Jay ma laxmi
Jay maa Laxmi
🕉️Jay Maa maha Laxmi 🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🔥👍👍👍👍👍👍👍👍👍🙏🙏🙏🔥🙏🔥🔥🔥🔥🙏❤️
Video download nahi ho raha he😠😡
Jay MAA laxmi
T🌷🌷🌷🌷🌷🌷🌷🌷🌷🌷🌷🌷🌷👋👋👋👋👋👋👋👋👋👋👋👋👋👋🌹🌹🌹🌹🌾🌾🌾🌾🌾🌾
Video down lord nahi ho rah he
Asacha he bhai sheba
Om
000p0
MW
Jay maa Laxmi
Nice
MAAA
🙏🙏
Jay Maa Maha Laxmi. 🌹🌹🙏🏻🙏🏻🙏🏻🙏🏻🙏🏻
Wow
Jay maa laxmi
Jay maa laxmi
Jay maa laxmi
Jay maa laxmi
🙏🌹🌺🌺🙏 Jay maa Laxmi 🙏🙏🌹🌹🌹
F-ftf tt
This song dedicated to all odia womens
I1
Jay maa Laxmi
🙏🙏🙏🙏🙏
Nice. Songs
Maa .
Jai Mata laxmi
🙏🙏🙏🙏🙏
Jai Maa Laxmi 🙏🌟🙏
Jay Maa LAXMI
Jay Maa Laxmi 🙏🙏🙏🙏🙏🙏
Jay maa laxmi
ଧନ୍ୟବାଦ୍ ନମିତା।ଗୀତା। ଧନ୍ୟବାଦ୍
ଯୟମାଆ
Ja maa Laxmi
Jai maa laxmi🙏🙏
Jay maa laxmi
Ja.......ma......Laxmi................🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Maa laxmi
Jay Maa Laxmi 🙏🙏🙏
Jay Maa Laxmi 🤗🤗🙏🙏💖💖
Jai maa 🙏🙏🙏🙏🙏🙏🙏🙏
🙏🙏🙏🙏🙏
Jai Maa
Jai Maa
Jay Sitaram 🙏🙏🙏🙏🙏🙏
Jai maa laxmi👣👣👣
Jay maa laxmi🙏🙏🙏🙏🙏
Jai maa Laxmi Mata ki Jai
Rlly love ths sng
Jay maa laxmi ♥️
Puja
Waqas
Jaya laxmi Maya🙏🙏🙏
Jai Maata Laxmi 🙏🙏🙏🙏
'
Best Laxmi Puran 🙏
Goodnight
Rytr
🙏🙏🙏🙏🙏🙏
I
Jay maa laxmi
Jay maa laxmi ❤🌹💘💝❤️💞💕💖👣👣👣👣🌺🌷🌺
Nic
Super
Pp
🙏🙏🙏🙏🙏🙏🙏🙏🙏🙏🙏🙏👣👣👣👣👣👣👣👣
Jai maa laxmi🙏
Jai Maha Laxmi Mata Ki jai..
Jai maa Laxmi
Good
Raic 🙏🙏🙏
🙏🙏🙏🦋🦋🦋🦋🦋
🙏🙏
🙏maa laxmi 🙏
Jay maa laxmi super song
Nice and best laxmi purana 👌👌👌💯💯💯
7684000806
Joy maha Laxmi
Jay maa laxmi
Jay Maa Laxmi 🙏🙏🙏
Jama laxme
Ghnhhbv
Jai maa arna datri🙏🙏
Best luxmi puran.
Jai maa Laxmi
Hello
Jai maa laxmi sidhi datri
Jay maa laxmi 🙏🙏🙏
Very nice Maa laxmi Purana. 🙏🙏🙏🙏🙏🙏🙏🙏🙏🙏🙏
Supar I miss you 😂😂😂😂
🙏🙏🙏🙏🙏🙏🙏
👌👌👍👍👍🌷🌷🖕🖕👍🏻👍🏻🙏🙏🌹🌹
Jai maa laxmi
JAY MAA LAXMI
mrlevel.info/two/rn5lqKVsp2bKd6c/vhi-i Pabitra Jagannath Astakam by Adi Sankaracharya.
Super
👏👏👏
Hapy manaosa.